ସ୍ତୋକ Stoka
- ସଂ. ବିଣ (ସ୍ତୁଚ୍ ଧାତୁ+କର୍ମ. ଅ) — ଅଳ୍ପ; ଈଷତ୍; ଅତି ସାମାନ୍ୟ (ଅମର) — Little; slight
- ସଂ. ବିଣ (ସ୍ତୁଚ୍ ଧାତୁ+କର୍ମ. ଅ) — [ଉ— ମହା ସତ୍ତ୍ୱବନ୍ତ ଅଟନ୍ତି ଯେତେ ଲୋକ, ପଡ଼ିଲେ କ୍ଳେଶ ତାଙ୍କୁ ମଣନ୍ତି ଯେ ସ୍ତୋକ । କୃଷ୍ଣସିଂହ, ମହାଭାରତ, ବନ।]
- ସଂ. ବିଣ (ସ୍ତୁଚ୍ ଧାତୁ+କର୍ମ. ଅ) — କ୍ଷୁଦ୍ର — Short (Apte)
- ସଂ. ବିଣ (ସ୍ତୁଚ୍ ଧାତୁ+କର୍ମ. ଅ) — ଅଳ୍ପସଂଖ୍ୟକ — Few (Apte)
- ସଂ. ବିଣ (ସ୍ତୁଚ୍ ଧାତୁ+କର୍ମ. ଅ) — ନୀଚ — Low; abject (Apte)
- ସଂ. କ୍ରି. ବିଣ — ଅଳ୍ପେ ଅଳ୍ପେ — Little by little
- ବି — ଚାତକ ପକ୍ଷୀ (ମେଦିନୀ) — The pied-crested coccyster
- ବି — ଜଳବିନ୍ଦୁ (ଶଳ୍ପକଳ୍ପଦ୍ରୁମ) — A drop of water
- ବି — ଟିକିଏ ମାତ୍ର — A little (Apte)