ସ୍ତେନ Stena
- ସଂ. ବି [ସ୍ତେନ୍ ଧାତୁ+ଭାବ ଅ] — ସ୍ତେୟ; ଚୌର୍ଯ୍ୟ; ଚୋରି (ଭରତ); ପରସ୍ୱାପହରଣ— — Stealing
- ସଂ. ବି [ସ୍ତେନ୍ ଧାତୁ+ଭାବ ଅ] — [+କର୍ତ୍ତୃ ଅ] ତସ୍କର; ଚୋର (ଅମର) — Thief
- ସଂ. ବି [ସ୍ତେନ୍ ଧାତୁ+ଭାବ ଅ] — ପରଦ୍ରବ୍ୟାପହାରକ — Dishonest remover of other people's property
- ସଂ. ବି [ସ୍ତେନ୍ ଧାତୁ+ଭାବ ଅ] — ଦେବତାଙ୍କୁ ନିବେଦନ ନ କରି ଯେ ଅନ୍ନାଦି ଭୋଜନ କରେ (ଭଗବଦ୍ଗୀତା) — A person who eats food without offering it to God
- ସଂ. ବି [ସ୍ତେନ୍ ଧାତୁ+ଭାବ ଅ] — ଚୋର ନାମକ ଗନ୍ଧଦ୍ରବ୍ୟ — A medicinal scent