ସ୍ତୁତ Stuta

  • ସଂ. ବିଣ [ସ୍ତୁ ଧାତୁ+କର୍ମ. ତ] — ପ୍ରଶଂସିତ — Praised; eulogised
  • ସଂ. ବିଣ [ସ୍ତୁ ଧାତୁ+କର୍ମ. ତ] — ଯାହାଙ୍କୁ ସ୍ତୁତି କରା— ଯାଉଥାଏ — Prayed; to whom prayer is offered
  • ସଂ. ବିଣ [ସ୍ତୁ ଧାତୁ+କର୍ମ. ତ] — ଝୁରୁଥିବା (ହି. ଶ) — Oozing
  • ସଂ. ବି (+ଭାବ ତ) — ସ୍ତବ; ସ୍ତୁତି (ହି. ଶ) — Hymn
  • ସଂ. ବି (+ଭାବ ତ) — ମହାଦେବ (ହି. ଶ) — Ṡiba
  • ସଂ. ବି (+ଭାବ ତ) — ପ୍ରଶଂସା — Praise