ସ୍ତର Stara

  • ସଂ. ବି (ସ୍ତୃ ଧାତୁ= ବିଛାଇବା+କର୍ମ. ଅ) — ଥାକ; ଭୂମି ଆଦିର ଉପର୍ଯ୍ୟୁପରି ନିହିତ ପରସ୍ତ — Layer stratum
  • ସଂ. ବି (ସ୍ତୃ ଧାତୁ= ବିଛାଇବା+କର୍ମ. ଅ) — ଶଯ୍ଯା; ତଳ୍ପ — Bed