ସ୍ତନ ଭବ Stana bhaba

  • ସଂ. ବିଣ — ସ୍ତନଜାତ — Born of the breast
  • ବି — ରତିବନ୍ଧବିଶେଷ (ସ୍ମରଦୀପିକା) — A posture in coition
  • ବି — (ଦ୍ର— ସ୍ୱଜଂଘାଦ୍ୱୟ ମଧ୍ୟେ ତୁ କୃତ୍ୱ ଯୋଷିତ୍ପଦଦ୍ୱୟଂ। ସ୍ତନୌ ଧୃତ୍ୱା ରମେତ୍କାମୀ, ବନ୍ଧଃ ସ୍ତନଭବଃ ସ୍ମୃତଃ—ସ୍ମରଦୀପିକା।)