ସୌରେୟ Sa̲u̲reya

  • ସଂ. ବି — ଶ୍ୱେତ ଝିଣ୍ଟିଗୁଳ୍ମ; ଧଳାଫୁଲଯୁକ୍ତ ଦାସକେରେଣ୍ଟା — The white-flowered variety of Barlaria Cristata plant
  • ସଂ. ବି — [ଦ୍ର—ଏହା କଫ, ବାତରକ୍ତ, କଣ୍ଡୁ ଓ ବିଷ— ନାଶକ। ଏହା ତିକ୍ତ, ଉଷ୍ଣ, ମଧୁର, ଦନ୍ତ୍ୟ, ସୁସ୍ନିଗ୍ଧ ଓ କେଶରଞ୍ଜନ (ଭାବପ୍ରବଣ)।]