ସୌରୀୟ Sa̲u̲rīya
- ସଂ. ବିଣ. (ସୌର+ଈୟ) — ସୂର୍ଯ୍ୟ ସମ୍ବନ୍ଧୀୟ (ମୁଗ୍ଧ— ବୋଧ) — Solar
- ସଂ. ବିଣ. (ସୌର+ଈୟ) — ସୂର୍ଯ୍ୟଙ୍କର ହିତକର (ମୁଗ୍ଧବୋଧ) — Beneficial to the sun
- ସଂ. ବି — ବିଷାକ୍ତ ନିର୍ଯ୍ୟାସସ୍ରାବୀ ବୃକ୍ଷବିଶେଷ (ହି. ଶ) — A tree exuding a kind of poisonous gum
- ସଂ. ବି — ଉକ୍ତ ବୃକ୍ଷରୁ ନିର୍ଗତ ବିଷାକ୍ତ ଅଠା (ହି. ଶ) — Poisonous gum from the said tree