ସୌବ Sa̲u̲ba
- ସଂ. ବି. (ସୁ+ଅ) — ସ୍ୱୀୟ; ସ୍ୱକୀୟ; ସ୍ୱସମ୍ବନ୍ଧୀୟ (ମୁଗ୍ଧ— ବୋଧ) — Relating to self
- ସଂ. ବି. (ସୁ+ଅ) — ସ୍ୱର୍ଗରେ ଭବ (ମୁଗ୍ଧବୋଧ) — Existing or produced in heaven
- ସଂ. ବି. (ସୁ+ଅ) — ରାଜ୍ୟ ଶାସନ (ଶବ୍ଦକଳ୍ପଦ୍ରୁମ) — Administration
- ସଂ. ବି. (ସୁ+ଅ) — ରାଜାଜ୍ଞା — Royal order
- ସଂ. ବି. (ସୁ+ଅ) — ଘୋଷଣା ପତ୍ର — A proclamation