ସୌତ୍ର Sa̲u̲tra

  • ସଂ. ବିଣ. (ସୂତ+ଆ) — ସୂତ୍ରସମ୍ବନ୍ଧୀୟ — Relating to sūtra
  • ସଂ. ବିଣ. (ସୂତ+ଆ) — ସୂତ୍ରାନୁଯାୟୀ — Following or according to the aphorisms
  • ବି — ବ୍ରାହ୍ମଣ (ଯଜ୍ଞସୂତ୍ର ଧାରଣ କରିଥିବାରୁ) — Brāhmaṇa
  • ବି — ସୌତ୍ର ଧାତୁ [ଦେଖ] — Sa̲u̲tra dhātu [See]