ସୋୟମ୍ Soyam

  • ବୈଦେ. ବିଣ. (ଫା) — ତୃତୀୟ — Third
  • ବୈଦେ. ବିଣ. (ଫା) — ତୃତୀୟ ଶ୍ରେଣୀର (ଜମି) — Of the third class (land)
  • ବୈଦେ. ବିଣ. (ଫା) — [ଦ୍ର—ଓଡ଼ିଶାର ସାବକ ରାଜସ୍ୱ ବନ୍ଦୋବସ୍ତରେ ଜମିମାନଙ୍କୁ ଉର୍ବରତା ଦୃଷ୍ଟିରେ— ଅଉଲ୍ ( 1 ମ ଶ୍ରେଣୀର ବା ଉତ୍କୃଷ୍ଟ), ଦୋୟମ୍ ( 2 ୟ ଶ୍ରେଣୀର), ସୋୟମ ( 3 ୟ ଶ୍ରେଣୀର), ଚାହାରମ୍ ( 4 ର୍ଥ ଶ୍ରେଣୀର), ଏରିପରି ଶ୍ରେଣୀବିଭାଗ କରାଯାଉଥିଲା।] — [ଦ୍ର—ଓଡ଼ିଶାର ସାବକ ରାଜସ୍ୱ ବନ୍ଦୋବସ୍ତରେ ଜମିମାନଙ୍କୁ ଉର୍ବରତା ଦୃଷ୍ଟିରେ— ଅଉଲ୍ (1ମ ଶ୍ରେଣୀର ବା ଉତ୍କୃଷ୍ଟ), ଦୋୟମ୍ (2ୟ ଶ୍ରେଣୀର), ସୋୟମ (3ୟ ଶ୍ରେଣୀର), ଚାହାରମ୍ (4ର୍ଥ ଶ୍ରେଣୀର), ଏରିପରି ଶ୍ରେଣୀବିଭାଗ କରାଯାଉଥିଲା]