ସୋଢ଼ା Soṟḍ̠ẖā

  • ସଂ. ବିଣ. ପୁଂ. (ସହ୍ ଧାତୁ+କର୍ତ୍ତୃ. ତୃ=ସୋଢ଼ୃ, 1 ମା. 1 ବ) — କ୍ଷମାଯୁକ୍ତ; କ୍ଷମାଶୀଳ (ମେଦିନୀ) — Forgiving
  • ସଂ. ବିଣ. ପୁଂ. (ସହ୍ ଧାତୁ+କର୍ତ୍ତୃ. ତୃ=ସୋଢ଼ୃ, 1 ମା. 1 ବ) — ସହନଶୀଳ — Able to bear pain; forbearing
  • ସଂ. ବିଣ. ପୁଂ. (ସହ୍ ଧାତୁ+କର୍ତ୍ତୃ. ତୃ=ସୋଢ଼ୃ, 1 ମା. 1 ବ) — ଶକ୍ତ; ସମର୍ଥ (ମେଦିନୀ) — Capable; able
  • ସଂ. ବିଣ. ପୁଂ. (ସହ୍ ଧାତୁ+କର୍ତ୍ତୃ. ତୃ=ସୋଢ଼ୃ, 1 ମା. 1 ବ) — (ସ୍ତ୍ରୀ) ସୋଢ଼ର ସ୍ତ୍ରୀଲିଙ୍ଗ — Feminine of Soṟḍ̠ẖa
  • ବୈଦେ. ଗ୍ରା. ବି — ସୋଡ଼ା (ଦେଖ) — Soṟḍ̠ā (See)