ସୋଲ Sola

  • ସଂ. ବି — ଶୀତଳତା; ଥଣ୍ଡାପଣ (ହି. ଶ) — Coolness
  • ସଂ. ବି — ସ୍ୱାଦ (ହି. ଶ) — Taste
  • ସଂ. ବି — 1 ଶୀତଳ ଥଣ୍ଡା (ହି. ଶ) — 1ଶୀତଳ ଥଣ୍ଡା (ହି. ଶ)—1. Cold
  • ସଂ. ବି — ସ୍ୱାଦବିଶିଷ୍ଟ (ହି. ଶ) — Having a taste