ସୋଲନ୍ Solan

  • ଦେ. ବି. (ଗ୍ରୀକ୍ ନାମ) — ପ୍ରାଚୀନ ଗ୍ରୀସର ରାଜଧାନୀ ଆଥେନ୍ସର ପ୍ରସିଦ୍ଧ ବ୍ଯବସ୍ଥାପକ ଓ ଗ୍ରୀସର ତଦାନୀନ୍ତନ 7 ଜଣ ମହାପଣ୍ଡିତ ମଧ୍ୟରୁ ଏକତମ — ପ୍ରାଚୀନ ଗ୍ରୀସର ରାଜଧାନୀ ଆଥେନ୍ସର ପ୍ରସିଦ୍ଧ ବ୍ଯବସ୍ଥାପକ ଓ ଗ୍ରୀସର ତଦାନୀନ୍ତନ7ଜଣ ମହାପଣ୍ଡିତ ମଧ୍ୟରୁ ଏକତମ— Solon the Wise; the great philosopher and legislator of Athens
  • ଦେ. ବି. (ଗ୍ରୀକ୍ ନାମ) — [ଦ୍ର—ଏହାଙ୍କର ଜନ୍ମ ଖ୍ରୀ. ପୂ. 640 ଓ ମୃତ୍ୟୁ ଖ୍ରୀ. ପୂ. 559 । ଏ ବହୁ ଦେଶ ଭ୍ରମଣ କରି ଜାତୀୟ ଭାବୋଦ୍ଦୀପକ କବିତା ରଚନା କରି ନିଜର ଜନ୍ମଭୂମି ସାଲେମିସ୍ ଦ୍ୱୀପକୁ ବିଜେତାଙ୍କ ହସ୍ତରୁ ମୁକ୍ତ କରାଇଥିଲେ। ଏ ଜଣେ ଦାର୍ଶନିକ ଓ ଜ୍ଞାନୀ ଥିଲେ। ଏହାଙ୍କର ଗୋଟିଏ ଉକ୍ତି ଓଡ଼ିଆ ଭାଗବତର 'ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି' ଉକ୍ତିର ଭାବାର୍ଥଦ୍ୟୋତକ। ଏହାଙ୍କ ପ୍ରଣୀତ ବ୍ଯବସ୍ଥା (ଆଇନ୍)ର ସାରବତ୍ତା ସଭ୍ୟଜଗତକୁ ମୁଗ୍ଧ ଓ ଚମତ୍କୃତ କରିଅଛି।] — [ଦ୍ର—ଏହାଙ୍କର ଜନ୍ମ ଖ୍ରୀ. ପୂ.640ଓ ମୃତ୍ୟୁ ଖ୍ରୀ. ପୂ.559 ଏ ବହୁ ଦେଶ ଭ୍ରମଣ କରି ଜାତୀୟ ଭାବୋଦ୍ଦୀପକ କବିତା ରଚନା କରି ନିଜର ଜନ୍ମଭୂମି ସାଲେମିସ୍ ଦ୍ୱୀପକୁ ବିଜେତାଙ୍କ ହସ୍ତରୁ ମୁକ୍ତ କରାଇଥିଲେ ଏ ଜଣେ ଦାର୍ଶନିକ ଓ ଜ୍ଞାନୀ ଥିଲେ ଏହାଙ୍କର ଗୋଟିଏ ଉକ୍ତି ଓଡ଼ିଆ ଭାଗବତର 'ପ୍ରାଣୀର ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି' ଉକ୍ତିର ଭାବାର୍ଥଦ୍ୟୋତକ ଏହାଙ୍କ ପ୍ରଣୀତ ବ୍ଯବସ୍ଥା (ଆଇନ୍)ର ସାରବତ୍ତା ସଭ୍ୟଜଗତକୁ ମୁଗ୍ଧ ଓ ଚମତ୍କୃତ କରିଅଛି]