ସୋରେ ଅ Sore a
- ଗ୍ରା. ବାକ୍ୟ. (ସଂ. ସ୍ୱର+ଅ) — ଅବଧାନମାନେ ଚାହାଳିରେ ପିଲାଙ୍କୁ ସ୍ୱରବର୍ଣ୍ଣର 'ଅ' ଅକ୍ଷରକୁ ଖଡ଼ିରେ ଭୂମିରେ ଲେଖା— ଇଲାବେଳେ ଡାକିବା ପଦ — The first vowel letter 'a' called out by the teacher while causing the beginner to write it on the ground with chalk and repeat it