ସୋରକ Soraka

  • (ଅବାଚୀନ) ସଂସ୍କୃତ. ବି — ସୋରା (ବିଶ୍ୱକୋଷ) — Saltpetre
  • (ଅବାଚୀନ) ସଂସ୍କୃତ. ବି — [ଦ୍ର—ପ୍ରାଚୀନ ସଂସ୍କୃତ ଅଭିଧାନରେ ଏ ଶବ୍ଦ ମିଳେ ନାହିଁ ବୋଲି ଡାକ୍ତର ଉଦୟଚାନ୍ଦ ଦତ୍ତ ତାଙ୍କ ରଚିତ — Materia Medica of the Hindus
  • (ଅବାଚୀନ) ସଂସ୍କୃତ. ବି — (ହିନ୍ଦୁଙ୍କ ଭୈଷଜ୍ୟ ବିଜ୍ଞାନ ଗ୍ରନ୍ଥରେ ଲେଖିଅଛନ୍ତି।)]