ସୋମାଲୀ Somālī

  • ବୈଦେ. ବି (ଫା. ସୁମାଲ୍)—(ନାମ) ସୋମାଲି; ଆଫ୍ରିକାର ଉତ୍ତର ପୂର୍ବ ଉପକୂଳରେ ଓ ଏଡେନ୍ରେ ବାସ କରୁଥିବା କୃଷ୍ଣକାୟ ଆରବ ଜାତିବିଶେଷ — The Somalis inhabiting the north-east corner of Africa
  • ବୈଦେ. ବି (ଫା. ସୁମାଲ୍)—(ନାମ) [ଦ୍ର—ଏମାନଙ୍କ ପୂର୍ବପୁରୁଷ— ମାନେ ନିଗ୍ରୋ ଥିଲେ। ସଭ୍ୟ ଜାତିମାନେ ଏମାନଙ୍କ ପୂର୍ବ— ପୁରୁଷଙ୍କୁ ଦକ୍ଷିଣ ଆଫ୍ରିକାରୁ ଆଣିଥିଲେ। ଏମାନେ ଅସଭ୍ୟ ଅବସ୍ଥାରେ ଅଛନ୍ତି।]