ସୋମପା Somapā
- ସଂ. ବି. ପୁଂ. (ସୋମ+ପା. ଧାତୁ+କର୍ତ୍ତୃ. ଅ; କ୍ୱିପ୍) — ଯାଗରେ ସୋମରସ ପାନକାରୀ ବ୍ରାହ୍ମଣ — A Brahman who drinks the Soma juice in a Vedic sacrifice
- ସଂ. ବି. ପୁଂ. (ସୋମ+ପା. ଧାତୁ+କର୍ତ୍ତୃ. ଅ; କ୍ୱିପ୍) — ପିତୃ ବିଶେଷ — A class of the souls of the deceased ancestors