ସୋପାକ Sopāka

  • ସଂ. ବି — [ଶ୍ୱପାକର ଅନ୍ଯରୂପ (ଶବ୍ଦକଳ୍ପଦ୍ରୁମ)] ଶ୍ୱପକ୍ (ଦେଖ) — Ṡwapak (See)
  • ସଂ. ବି — [ଦ୍ର—ଚଣ୍ଡାଳ ପିତା ଓ ପୁକ୍କ ସଜାତୀୟା ମାତା ଗର୍ଭୋତ୍ପନ୍ନ ସନ୍ତାନକୁ ସୋପାକ ବୋଲାଯାଏ (ହି. ଶ)
  • ସଂ. ବି — ବନୌଷଧି ବିକ୍ରେତା (ହି. ଶ)] — A seller of herbs