ସୋଁଠା Soñṭhā

  • ଦେ. ବି. (ସଂ. ଶୁଣ୍ଢ) — ସୁନା ବା ରୂପାର ଏକପ୍ରକାର ଲମ୍ବ ଓ ମୋଟ ବାଡ଼ି — A sort of long and thick stick made of gold or silver
  • ଦେ. ବି. (ସଂ. ଶୁଣ୍ଢ) — ସୋଟା(ଠା) (ଦେଖ) — Soṭā (ṭhā) (See)
  • ଦେ. ବି. (ସଂ. ଶୁଣ୍ଢ) — [ଦ୍ର—ଦରବାର ଓ ଶୋଭାଯାତ୍ରାରେ ରାଜା ଆଦିଙ୍କ ଆଗେ ଆଗେ ଏ ଯଷ୍ଟିବାହକ ବ୍ଯକ୍ତିମାନେ ଚାଲନ୍ତି। ଏହା ସୁନାରେ ବା ରୂପାରେ ତିଆରି ହୁଏ।]