ସୋ କେଶ୍ So keṡ

  • ବୈଦେ. ବି. (ଇଂ) — ମନୋହରି ଓ ଅଳଙ୍କାର ଦୋକାନି— ମାନଙ୍କର ଦୋକାନରେ ରଖିଥିବା କାଚର ବାକ୍ସ (ଯହିଁରେ ବନ୍ଦ ହୋଇ ରହିଥିବା ପଣ୍ୟଦ୍ରବ୍ୟମାନ ଦର୍ଶକଙ୍କୁ ପ୍ରଦର୍ଶିତ ହୁଏ) — A show case