ସୈଲାବି Sa̲i̱lābi
- ପ୍ରାଦେ. (ବାଲେଶ୍ୱର) ବି. (ତୁଳ. ଫା. ସୈଲାବୀ)—ଧୋଇଆ ଜମି — ଅନେକ ଦିନ ବ୍ୟାପି ହେବା ବର୍ଷା, ଝଡ଼ ଓ ତୋଫାନ — Hurricane accompanied with rain continuing for many days
- ପ୍ରାଦେ. (ବାଲେଶ୍ୱର) ବି. (ତୁଳ. ଫା. ସୈଲାବୀ)—ଧୋଇଆ ଜମି — [ଦ୍ର— ଉତ୍କଳର ନଅଙ୍କ, ଦୁର୍ଭିକ୍ଷର ପରବର୍ଷ (ଅର୍ଥାତ୍ 1867 ସାଲରେ) ହୋଇଥିବା ବଡ଼ ଝଡ଼, ତୋଫାନର ଏହି ନାମ।] — [ଦ୍ର— ଉତ୍କଳର ନଅଙ୍କ, ଦୁର୍ଭିକ୍ଷର ପରବର୍ଷ (ଅର୍ଥାତ୍1867ସାଲରେ) ହୋଇଥିବା ବଡ଼ ଝଡ଼, ତୋଫାନର ଏହି ନାମ]