ସେବାୟୁଧ Sebāyudha

  • ଦେ. ବି — ସେବା ନିମନ୍ତେ ଆବଶ୍ୟକ ଦ୍ରବ୍ୟଚୟ — Articles required for performing different kinds of services
  • ଦେ. ବି — [ଉ—ଦିବ୍ୟ ବେଶ ସର୍ବ ରାଣୀ ଯାର ଯେତେ ପରିଜନୀ ସେବାୟୁଧ କରେ ଘେନି ସର୍ବେ ଚଳାୟେ—ପ୍ରାଚୀ, ରହସ୍ୟମଞ୍ଜରୀ।]