ସେବାଇତ Sebāita
- ଦେ. ବି (ସଂ. ସେବିତା) — ସେବକ; ଦେବତାଙ୍କ ସେବାକାରୀ — Person performing the services of a Deity
- ଦେ. ବି (ସଂ. ସେବିତା) — ମନ୍ଦିରର ସେବକ ଭୃତ୍ୟ — Temple servant
- ଦେ. ବି (ସଂ. ସେବିତା) — ଗ୍ରାମଲୋକଙ୍କ ସେବାକାରୀ ଭଣ୍ଡାରୀ ଓ ଧୋବା — Village servant (e.g. barber, washerman etc.)