ସେଠାଏଁ Seṭhāeñ

  • ଦେ. ଅ (ସଂ. ତତ୍ ସ୍ଥାନେ) — ସେ ସ୍ଥାନରେ — There; at that place
  • ଦେ. ଅ (ସଂ. ତତ୍ ସ୍ଥାନେ) — ତାଙ୍କଠାରେ — At him or her
  • ଦେ. ଅ (ସଂ. ତତ୍ ସ୍ଥାନେ) — ତାଙ୍କ ନିକଟରେ — Near him or her