ସେଇ Sei
- ଦେ. ସର୍ବ (ସଂ. ତତ୍ ଓ ହି) — ସେ; ସେହି; ନିର୍ଦ୍ଦିଷ୍ଟ ବ୍ଯକ୍ତି ବା ବସ୍ତୁ — He, she or that; the very; the same; self-same
- ଦେ. ସର୍ବ (ସଂ. ତତ୍ ଓ ହି) — [ଉ—ସେଇ ଗାଣ୍ଡୀବ ସେଇ ହାତ, ସେଇ ଗାଣ୍ଡୀବ ଏବେ ମାଥ—ଢଗ।]
- ଦେ. ସର୍ବ (ସଂ. ତତ୍ ଓ ହି) — [ଦ୍ର—ଅନୁପସ୍ଥିତ ବା ପ୍ରସଙ୍ଗର ଦୂରବର୍ତ୍ତୀ ବ୍ଯକ୍ତି ବା ବସ୍ତୁକୁ ସେଇ ବୋଲାଯାଏ।]
- ଗ୍ରା. ବି — ସ୍ୟାଇ; କାଳି; ମସି — Ink