ସେଇ ଲାଏ Seilāe

  • ଦେ. ଅ (ସଂ. ତତ୍ ଓ ଲଗ୍ନ) — ତତ୍କ୍ଷଣାତ୍; ସେହିକ୍ଷଣରେ — Instaneously; at once immediately
  • ଦେ. ଅ (ସଂ. ତତ୍ ଓ ଲଗ୍ନ) — [ଉ—ମୋ ପରି ଲାଜହୀନ, ନୋହିବା ନାରୀଜନ, ଗର ଗିଳନ୍ତା ସେଇଲାଗେ ଲୋ—କବିସୂର୍ଯ୍ୟ, ସଙ୍ଗୀତ]