ସେ ଭଳି Se bhaḻi

  • ଦେ. ଅ — ସେହି ପ୍ରକାରର; ସେପରି — Of that kind or nature
  • ଦେ. ଅ — ତହିଁର ସମାନ — Like that; similar to that
  • ଦେ. ଅ — (ଉ—ସେ ଭଳି ସେବକ ଆଉ ନ ଦେଖି ଭାରତେ, ଭାରତୀ ସେ ବୀଣା ଏବେ ଧରନ୍ତି ଶ୍ରୀକରେ। ରାଧାନାଥ—ମହାଯାତ୍ରା।)