ସେ କ୍ଷଣ Se kshaṇa

  • ଦେ. କ୍ରି. ବିଣ (ସଂ. ତତ୍କ୍ଷଣ) — ସେଇକ୍ଷଣି; ତତ୍କ୍ଷଣାତ୍ — At once; then and there; immediately
  • ଦେ. କ୍ରି. ବିଣ (ସଂ. ତତ୍କ୍ଷଣ) — [ଉ—ନମସ୍କାର କରିଣ ସେକ୍ଷଣ ସେ ଗଲେ—କୃଷ୍ଣସିଂହ, ମହାଭାରତ, ବନ।]