ସୂୟ Sūya

  • ସଂ. ବି (ସୂ ଧାତୁ=ପ୍ରସବ କରିବା+ଭାବ ଅ) — ସୋମରସ ବାହାର କରିବା କର୍ମ [ହି. ଶ] — The act of pressing out the Soma juice for vedic sacrifice
  • ସଂ. ବି (ସୂ ଧାତୁ=ପ୍ରସବ କରିବା+ଭାବ ଅ) — ଯଜ୍ଞ [ହି. ଶ.] — Vedic sacrifice