ସୂପକାର Sūpakāra

  • ସଂ. ବି. ପୁଂ (ସୂପ+ କୃ ଧାତୁ+କର୍ତ୍ତୃ ଅ) — ପାଚକ — Cook
  • ସଂ. ବି. ପୁଂ (ସୂପ+ କୃ ଧାତୁ+କର୍ତ୍ତୃ ଅ) — ଶୂଦ୍ରପାକୋପଜୀବୀ (ବ୍ରହ୍ମବୈବର୍ତ୍ତ) — The cook of a Ṡūdra