ସୂକରୀ Sūkarī
- ସଂ. ବି (ସୂକର+ଈ) — (ସ୍ତ୍ରୀ) ମାଈ ଘୁଷୁରି — A female hog; sow
- ସଂ. ବି (ସୂକର+ଈ) — ବରାହାକ୍ରାନ୍ତା (ଦେଖ) (ହି. ଶ) — Barāhakrāntā (See)
- ସଂ. ବି (ସୂକର+ଈ) — ବାରାହୀକନ୍ଦ (ହି. ଶ) — Disocorea
- ସଂ. ବି (ସୂକର+ଈ) — ବରାହୀ; ଦେବୀବିଶେଷ (ହି.ଶ) — A popular Goddess
- ସଂ. ବି (ସୂକର+ଈ) — ପକ୍ଷିବିଶେଷ (ହି.ଶ) — Name of a species of birds