ସୁଶାକ Suṡāka

  • ସଂ. ବି — ଆର୍ଦ୍ରକ (ରାଜନିର୍ଘଣ୍ଟ); ଅଦା — Ginger
  • ସଂ. ବି — ତଞ୍ଚୁ; ରକ୍ତ ଏରଣ୍ଡ (ରାଜନିର୍ଘଣ୍ଟ) — Red variety of castor oil-seed plant
  • ସଂ. ବି — ଭିଣ୍ଡୀ (ରାଜନିର୍ଘଣ୍ଟ) — Lady's finger
  • ସଂ. ବି — ତଣ୍ଡୂଳୀୟ (ରାଜନିର୍ଘଣ୍ଟ); ଲେଉଟିଆ ଶାଗ — A kind of pot-herb; Amaranthus Polygamus