ସୁଲ୍କି Sul-ki

  • ପ୍ରାଦେ. (ସମ୍ବଲପୁର) ବି — ସଙ୍କୀର୍ଣ୍ଣସ୍ଥାନ — Narrow place
  • ପ୍ରାଦେ. (ସମ୍ବଲପୁର) ବି — ଦୁଇ ଘରର ମଝିରେ ଥିବା ଗଳି ବାଟ ବା ସନ୍ଧି — A narrow lane or space between two houses