ସୁରୁଟି Suruṭi

  • ଦେ. ବି (ବଣିଆଶବ୍ଦ) — ରାଜା ବା ଠାକୁରଙ୍କ ଆଗରେ ରଖିବା ପାଇଁ ବ୍ଯବହୃତ ଚାମରମୁଠି ପରି ମୟୂରପୁଚ୍ଛଗୁଚ୍ଛବିଶିଷ୍ଟ ରୂପାର ବଇଠି — A silver holder for holding a bound bunch of peacock tail put before a Raja or an idol