ସୁରଟ୍ Suraṭa

  • ଦେ. ବି (ସୁରାଟ୍ ବା ସୌରାଷ୍ଟ୍ର ଦେଶର ନାମରୁ) — ରାଗିଣୀ ବିଶେଷ — Name of a musical note
  • ଦେ. ବି (ସୁରାଟ୍ ବା ସୌରାଷ୍ଟ୍ର ଦେଶର ନାମରୁ) — [ଦ୍ର— ଏହା ରାତ୍ରିର ପ୍ରଥମ ଓ ଦ୍ୱିତୀୟ ପ୍ରହରରେ ଗେୟ, ସପ୍ତସ୍ୱରବିଶିଷ୍ଟ ଓ ଏକ ଅଧିକା କୋମଳସ୍ୱରଯୁକ୍ତ।]