ସୁମଦ Sumada

  • ସଂ. ବିଣ. ପୁଂ [ବହୁବ୍ରୀହି] — ମଦୋନ୍ନତ୍ତ; ମତୁଆଲା[ହି. ଶ] — Intoxi cated
  • ସଂ. ବି. ପୁ — ରାମଚନ୍ଦ୍ରଙ୍କ ବାନର ସେନାପତିବିଶେଷ [ହି. ଶ] — Name of a monkey comander of Rama's army