ସୁତନୁ Sutanu
- ସଂ. ବି (କର୍ମଧା) — ସୁନ୍ଦର ଦେହ — Nice or beautiful body
- ସଂ. ବି (କର୍ମଧା) — କୃଷାଙ୍ଗ — A lean or slender body
- ସଂ. ବି (କର୍ମଧା) — (ସ୍ତ୍ରୀ) ନାରୀ (ରାଜନିର୍ଘଣ୍ଟ) — A woman
- ସଂ. ବି (କର୍ମଧା) — (ଉ—ତା ପଛରେ କିରାତ ଜଣେ ଧରି ଧନୁ, ଧାଇଁଛି ସଙ୍ଗେ ଘେନି ଅନେକ ସୁତନୁ। କୃଷ୍ଣସିଂହ, ମହାଭାରତ, ବନ।)
- ସଂ. ବି (କର୍ମଧା) — (ପୁ) ଗନ୍ଧର୍ବ— ବିଶେଷ (ହି. ଶ) — Name of a Gandharba
- ସଂ. ବି (କର୍ମଧା) — (ପୁଂ) ଉଗ୍ରସେନଙ୍କର ଏକପୁତ୍ର (ହି. ଶ) — Name of a son of Ugrasena
- ସଂ. ବି (କର୍ମଧା) — (ପୁଂ) ମର୍କଟ ବିଶେଷ (ହି. ଶ) — Name of a monkey
- ସଂ. ବି (କର୍ମଧା) — (ସ୍ତ୍ରୀ) ବସୁଦେବଙ୍କର ଏକ ଉପପତ୍ନୀ (ହି. ଶ) — Name of a concubine of Basudeba
- ସଂ. ବି (କର୍ମଧା) — (ସ୍ତ୍ରୀ) ଉଗ୍ରସେନଙ୍କର ଏକ କନ୍ଯା (ହି. ଶ) — Name of a daughter of Ugrasena
- ସଂ. ବି (କର୍ମଧା) — (ସ୍ତ୍ରୀ) ଅକ୍ରୂରଙ୍କ ପତ୍ନୀ (ହି. ଶ) — Name of a wife of Akrura
- ସଂ. ବି (କର୍ମଧା) — (ସ୍ତ୍ରୀ) କୃଶାଙ୍ଗୀ ସ୍ତ୍ରୀ (ହି. ଶ) — A delicate-bodied lady
- ସଂ. ବିଣ. ପୁଂ (ବହୁବ୍ରୀହି) — ସୁନ୍ଦର ଅଙ୍ଗବିଶିଷ୍ଟ — Beautiful; graceful