ସୁଟ Suṭa
- ବୈଦେ. ବି (ଇଂ. ଶୂଟ୍) — କେନାଲରୁ କିଆରୀକୁ ପାଣି ମଡ଼ାଇବା ପାଇଁ ପ୍ରସ୍ତୁତ କରାଯିବା ଛୋଟ ଶାଖା — Branch or distributary for irrigating lands from a larger canal
- ବୈଦେ. ବି (ଇଂ. ଶୂଟ୍) — କୋନାଲରୁ କିଆରୀକୁ ପାଣି ଯିବା ନିମନ୍ତେ କରା ଯାଇଥିବା ପୋଡ଼ା ମାଟିର ନଳା — Pipes of burnt clay used for conveying water from a canal to the field
- ବୈଦେ. ବି (ଇଂ. ଶୂଟ୍) — [ଦ୍ର— ଏ ଦେଶରେ କୁମ୍ଭାରମାନଙ୍କ ତିଆରି କରିବା ସୁଟକୁ 'ଦେଶୀସୁଟ' ଓ ରାଣୀଗଞ୍ଜ କଳ— ପୋଡ଼ା ସୁଟକୁ 'ରାଣୀଗଞ୍ଚ ସୁଟ' ବୋଲାଯାଏ। ସୁଟର ବ୍ୟାସ ଅନୁସାରେ ସୁଟର ଶ୍ରେଣୀବିଭାଗ ହୁଏ। ଯଥା— ଦୁଇ ଇଞ୍ଚିଆ ସୁଟ, ତିନି ଇଞ୍ଚିଆ ସୁଟ।]