ସୁଖାସନ Sukhāsana
- ସଂ. ବି (ମ. ପ. ଲୋ) — ସୁଖଜନକ ଆସନ — Comfortable seat
- ସଂ. ବି (ମ. ପ. ଲୋ) — ମୃତବ୍ଯକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧକାଳରେ ଶଯ୍ଯା ଓ ଖଟ ଆଦିର ଦାନ — Gift of beddings to Brāhmaṇs during obsequal; rites
- ସଂ. ବି (ମ. ପ. ଲୋ) — ପାଲିଙ୍କି (ହି. ଶ) — Palki; sedan chair
- ଦେ. ବି ବିଷ୍ଣୁଙ୍କ ଅନନ୍ତ— ଶୟନ — The sleep of Bishṇu on the coil of the Bāsuki serpent during the dissolution of the universe
- ଦେ. ବି (ସଂ. ସୁଖାଶ) ବରୁଣ ଦେବ — The God of the ocean
- ଦେ. ବି ସମୁଦ୍ର; ସାଗର — The sea
- ଦେ. ବି [ଉ— ବିଶ୍ରାମକ ସୁଖାସନ ଦୂରେ କିଛି। ଭଞ୍ଜ, ବୈଦେହୀଶବିଳାସ।]