ସୁଖ ବାସ Sukha bāsa

  • ସଂ. ବି (ବହୁବ୍ରୀହି) — ତରଭୁଜ; ଶୀର୍ଣ୍ଣବୃନ୍ତ (ରତ୍ନାମାଳା) — Melon
  • ସଂ. ବିଣ — ଯେଉଁ ସ୍ଥାନରେ ନିବାସ ସୁଖକର (ହି. ଶ) — (a place) Where one feels happy to live
  • ସଂ. ବିଣ — ସୁଖମୟ ବାସ— ସ୍ଥାନ — Blissful residence