ସୁକ୍ତ Sukta

  • ସଂ. ବି — ଏକପ୍ରକାର କାଞ୍ଜି — A kind of fermented rice-water
  • ସଂ. ବି — [ଦ୍ର— ପ୍ରାଚୀନ କାଳରେ ପାଣିରେ ଘିଅ ବା ତେଲ, ଲୁଣ, କନ୍ଦ ବା ଫଳ ଆଦି ମିଳା ଯାଇ ସୁକ୍ତ ତିଆରି ହେଇଥିଲା। ଏହା ରକ୍ତପିତ୍ତ ଓ କଫନାଶକ, ରୁଚିକର, ଦୀପକ ଓ କୃମିନାଶକ—ହି. ଶ।]