ସୁକେଶ Sukeṡa

  • ସଂ. ବିଣ. ପୁଂ (ସୁ ଅଟେ କେଶ ଯାହାର; ବହୁବ୍ରୀହି) — ସୁନ୍ଦର କେଶବିଶିଷ୍ଟ — Having charming hair; fine-haired
  • ସଂ. ବି (ନାମ) — ଜନୈକା ଧର୍ମଭୀରୁ ରାକ୍ଷସ — Name of a god-fearing demon
  • ସଂ. ବି (ନାମ) — (ଦ୍ର— ଏ ବିଦ୍ୟୁତ୍ କେଶ ରାକ୍ଷସଙ୍କ ପୁତ୍ର। ଗନ୍ଧର୍ବ କନ୍ଯା ଦେବବତୀଙ୍କ ସହିତ ଏହାଙ୍କର ବିବାହ ହୋଇଥିଲା। ମାଲ୍ୟବାନ୍, ସୁମାଳୀ ଓ ମାଳୀ ଏହାଙ୍କର ପୁତ୍ର।)