ସିଲା Silā
- ବୈଦେ. ବି (ଆ. ସିଲହ୍) — ଜମିର କିତା; ଜମିର ଖଣ୍ଡ — A strip or plot of land
- ବୈଦେ. ବି (ଆ. ସିଲହ୍) — ନିର୍ଦିଷ୍ଟ କମ୍ ଚଉଡ଼ାବିଶିଷ୍ଟ ଲମ୍ବା କ୍ଷେତ୍ର; ପଟି — A long or thin strip of land
- ବୈଦେ. ବି (ଆ. ସିଲହ୍) — ଭାଗବଣ୍ଟାରେ ପ୍ରତ୍ୟେକ ଅଂଶୀଦାରର ହିଁସାରେ ପଡ଼ିଥିବା ଜମିର ଚିହ୍ନିତ ଲମ୍ବା ପଟି — A long strip or block of land allotted to each co-sharer in a partition
- ପ୍ରାଦେ.ବି — (ବାଲେଶ୍ୱର) ଏକ ପ୍ରକାର ଲୁଣି ମାଛ — A species of sea-fish
- ପ୍ରାଦେ.ବି — (ଗଡ଼ଜାତ) କୋବି (ହରେକୃଷ୍ଣ, ଦ୍ରବ୍ଯଗୁଣ) — Cabbage