ସିମ୍ବୀ Simbī

  • ସଂ. ବି (ଅନ୍ଯରୂପ ଶିମ୍ବୀ) — ଶିମ୍ବ — Bean
  • ସଂ. ବି (ଅନ୍ଯରୂପ ଶିମ୍ବୀ) — ଶମୀ- ଧାନ୍ୟ — Leguminous pods or grains
  • ସଂ. ବି (ଅନ୍ଯରୂପ ଶିମ୍ବୀ) — ନିଷ୍ପାବୀ (ରାଜନିର୍ଘଣ୍ଟ); ବରଗୁଡ଼ି — Vigna Catjong; Dolichus Synesis