ସିମେଇ Simei
- ଦେ. ବି (ସଂ. ସେବିକା; ସଂ. ଶିମ୍ବ; ଏହାର ଆକୃତି ଶିମ୍ବ ପରି) — ଘିଅରେ ପୁଆ ହୋଇଥିବା ଶିମ୍ବ ଆକାରର ଲମ୍ବ ଲମ୍ବ ପତଳା ଗଜା — Slender; bean-shaped sweetmeat
- ଦେ. ବି (ସଂ. ସେବିକା; ସଂ. ଶିମ୍ବ; ଏହାର ଆକୃତି ଶିମ୍ବ ପରି) — [ଦ୍ର— ମଇଦାକୁ ଚକଟି ଲମ୍ବ ଲମ୍ବ କରି ଖରାରେ ଶୁଖାଇ ଶିମ୍ବ ପରି ଖଣ୍ଡ ଖଣ୍ଡ କରି କାଟି ଘିଅରେ ଏହାକୁ ପୁଆଯାଏ; ଏହା ଦୁଇପ୍ରକାର— 1 । ଲୁଣିଆ ଓ 2 । କନ୍ଦ ପାଗ ଦିଆ ମିଠା।] — [ଦ୍ର— ମଇଦାକୁ ଚକଟି ଲମ୍ବ ଲମ୍ବ କରି ଖରାରେ ଶୁଖାଇ ଶିମ୍ବ ପରି ଖଣ୍ଡ ଖଣ୍ଡ କରି କାଟି ଘିଅରେ ଏହାକୁ ପୁଆଯାଏ; ଏହା ଦୁଇପ୍ରକାର—1 ଲୁଣିଆ ଓ2 କନ୍ଦ ପାଗ ଦିଆ ମିଠା]
- ଦେ. ବି (ସଂ. ସେବିକା; ସଂ. ଶିମ୍ବ; ଏହାର ଆକୃତି ଶିମ୍ବ ପରି) — ମଇଦାର ପିଣ୍ଡରୁ ପ୍ରସ୍ତୁତ ସୂତାପରି ଖାଦ୍ୟ ବିଶେଷ — Vermicelli
- ଦେ. ବିଣ (ସଂ. ଶିମ୍ବ) — ଶିମ୍ବ ପରି କ୍ଷୀଣ; ସେମଟା — Shrunken; emaciated and lean (like the bean)