ସିଧ୍ର Sidhra

  • ସଂ. ବିଣ. ପୁଂ. (ସିଧ୍ ଧାତୁ+କର୍ତ୍ତୃ. ର) — ସାଧୁ; ଧର୍ମପରାୟଣ (ଉଣାଦି କୋଷ) — Pious; religious
  • ସଂ. ବି — ବୃକ୍ଷ (ଉଣାଦି କୋଷ)