ସିଟ୍ Siṭ
- ବୈଦେ. ବି — (ଇଂ. ଶୀଟ୍) ନକ୍ସାର ବା କାଗଜର ଫର୍ଦ — A sheet of map or paper
- ବୈଦେ. ବି — (ଇଂ. ସୀଟ୍) ଛାତ୍ରାବାସରେ ବାଳକର ରହିବାର ସ୍ଥାନ — The seat of student in a hostel
- ବୈଦେ. ବି — ସିନେମା, ଥିଏଟର୍, ସର୍କସ ବା ସଭାସମିତିରେ ଦର୍ଶକଙ୍କ ବସିବାର ସ୍ଥାନ — The seat of the audience in a cinema, circus or meeting etc
- ବୈଦେ. ବି — ଆସନ — Seat