ସା Sā
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ+ଆ) — ଶାନ୍ତି — Peace
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ+ଆ) — ଶ୍ରୀ; ଶୋଭା — Beauty; grace; grandeour
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ+ଆ) — (ସଂ ତତ୍ ଶବ୍ଦର ସ୍ତ୍ରୀ ଲିଙ୍ଗ ଏକବଚନ=ସେହି ସ୍ତ୍ରୀ)—ଗୌରୀ; ପାର୍ବତୀ— (ଶବ୍ଦରତ୍ନାବଳୀ) — Goddess Pārbatī
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ+ଆ) — ଲକ୍ଷ୍ମୀ (ଶବ୍ଦରତ୍ନାବଳୀ) — Goddess Lakshmī
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ+ଆ) — [ଦ୍ର—ସଂସ୍କୃତ ସର୍ବନାମ 'ତତ୍' ଶବ୍ଦର ପୁଂଲିଙ୍ଗ ଏକ— ବଚନରେ 'ସେ' ହୁଏ। ଓଡ଼ିଆରେ ତତ୍ ଶବ୍ଦର ପୁଂଲିଙ୍ଗ ଏକ— ବଚନ 'ସେ' (ସଂସ୍କୃତ ସଃ) ଓ ସ୍ତ୍ରୀଲିଙ୍ଗ ଏକବଚନରେ 'ସେ' (ସଂ. ସା) ଏବଂ କ୍ଳିବଲିଙ୍ଗରେ 'ତାହା ବା ସେ' (ସଂ. ତତ୍) ବ୍ଯବହୃତ ହୁଏ।
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ+ଆ) — ହିନ୍ଦୁ ସଙ୍ଗତର ସପ୍ତ ସ୍ୱର (ସା, ରି, ଗ, ମ, ପା, ଧା, ନି) ର ପ୍ରଥମ ସ୍ୱର — The first note of the Hindu gamut or scale of music
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ+ଆ) — [ଦ୍ର— ଏହା ଷଡ଼ଜ ବା ମୟୂରଧ୍ୱନିର ଅନୁକରଣ। 'ରାଗ' ତଳେ ନୋଟ୍ ଦେଖ।
- ସଂ. ବି (ସୋ ଧାତୁ=ନାଶକରିବା+କର୍ତ୍ତୃ. ଅ+ଆ) — ସ୍ୱରଲିପି କରିବାବେଳେ ଉଦାରା ଗ୍ରାମର 'ସା' କୁ ମୁଦାରା ଗ୍ରାମର 'ସା' କୁ ଓ ତାରା ଗ୍ରାମର 'ସା' କୁ ଓ ତାରା ଗ୍ରାମର 'ସା' କୁ ',ସା' ଉପରେ ବିଭିନ୍ନ ଚିହ୍ନ ଦିଆଯାଇ ଚିହ୍ନିତ କରାଯାଏ। ଏହି 'ସା' ସ୍ୱର ଓ ତତ୍ପରବର୍ତ୍ତୀ 'ରି' ସ୍ୱରର ମଧ୍ୟବର୍ତ୍ତୀ କଡ଼ି ବା ମଧ୍ୟମ ସ୍ୱରକୁ 'ସା' ଉପରେ ଅନ୍ଯ ଚିହ୍ନ ଦ୍ୱାରା ଚିହ୍ନିତ କରାଯାଏ।]
- ଦେ. ବିଣ (କଚିରିଆ) (ଫା. ସାକିନ୍ର ସାଙ୍କେତିକ) (ଏହା କୌଣସି ସ୍ଥାନର ନାମ ପୂର୍ବେ ବ୍ଯବହୃତ ହେଲେ ଏଥିର ଅର୍ଥ) ଅମୁକ ସ୍ଥାନର ବା ଅମୁକ ସ୍ଥାନବାସୀ — (An abbreviation of the Persian word 'Sākin')— Resident of; of (so and so place)
- ଦେ. ବିଣ (କଚିରିଆ) (ଫା. ସାକିନ୍ର ସାଙ୍କେତିକ) (ଏହା କୌଣସି ସ୍ଥାନର ନାମ ପୂର୍ବେ ବ୍ଯବହୃତ ହେଲେ ଏଥିର ଅର୍ଥ) [ଦ୍ର—ଶ୍ରୀ ନରସିଂହ ପ୍ରହରାଜ। ସା। ସିଦ୍ଧେଶ୍ୱରପୁର; ଲାଖରାଜ ବାହେଲି। ସା। କୃଷ୍ଣଚନ୍ଦ୍ରପୁର।
- ଦେ. ବିଣ (କଚିରିଆ) (ଫା. ସାକିନ୍ର ସାଙ୍କେତିକ) (ଏହା କୌଣସି ସ୍ଥାନର ନାମ ପୂର୍ବେ ବ୍ଯବହୃତ ହେଲେ ଏଥିର ଅର୍ଥ) ଏହି ସାଙ୍କେତିକ ପୂର୍ବରେ ।ହା। ବା ।ହ୍ଲା। ଲାଗିଲେ (ହାଲ୍ ସାକିନ୍) କିମ୍ବା ଏହା ପରେ ।ହା। ବା ।ହ୍ଲା। (ସାକିନ ହାଲ) ଲାଗିଲେ ଏଥିର ଅର୍ଥ ଅମୁକ ସ୍ଥାନରେ ବର୍ତ୍ତମାନ ବାସ କରୁଥିବା (ଯଥା— ଗୋପାଳଚନ୍ଦ୍ର ପ୍ରହରାଜ ।ସା।ହ୍ଲା। ଭାଷାକୋଷ ଲେନ୍ କଟକ।)