ସାୟୀ Sāyī

  • ସଂ. ବି. ପୁଂ (ସୋ କିମ୍ବା ସୈ. ଧାତୁ=ନାଶ କରିବା+କର୍ତ୍ତୃ. ଇନ୍; ସାୟିନ୍ 1 ମା. 1 ବ; ଯେଉଁ ବ୍ଯକ୍ତି ଗତିକ୍ଳେଶକୁ ନାଶ କରେ) — ଅଶ୍ୱାରୋହୀ — A horse-rider