ସାର୍ପ Sārpa

  • ସଂ. ବି (ସର୍ପ+ସ୍ୱାର୍ଥେ. ଅ) — ସର୍ପ; ସାପ (ବିଶ୍ୱକୋଷ) — Serpent
  • ସଂ. ବି (ସର୍ପ+ସ୍ୱାର୍ଥେ. ଅ) — ଅଶ୍ଳେଷା ନକ୍ଷତ୍ର — The 9th asterism
  • ସଂ. ବିଣ — ସର୍ପସମ୍ବନ୍ଧୀୟ — Relating to snakes (M.W.)